Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ବିବାହ ମାନେ ନୁହେଁ ପ୍ରେମ

ବିବାହ ମାନେ ନୁହେଁ ପ୍ରେମ

1 min
152



କିଏ କହିଲା କେବଳ ବିବାହ ହିଁ

ପ୍ରେମର ପୂର୍ଣ୍ଣ ସଫଳତା l

ମୁଁ ତୋ କହୁଛି ଦୃଢ଼ କଣ୍ଠରେ ନା

ନା, ନା ନୁହେଁ ସେ ସଫଳତା ll


ଏମିତି ଅନେକ ପ୍ରେମିକ ପ୍ରେମିକା

ଦେଖିଛି ଏ ନୟାନରେ l

ବିବାହ ପରେ ସରିଯାଇଛି ତାଙ୍କ 

ପ୍ରେମ କ୍ଷଣିକ ମଧ୍ୟରେ ll


ସେମିତି ବି ଦେଖିଚି ଅନେକ ପ୍ରେମୀ

ବିବାହ ହେଇନି ତାଙ୍କ l

ହେଲିବି ଥାଇ ସେ ବହୁ ଦୂରେ ଦୁହେଁ 

ପ୍ରେମରେ ପଡିନି ଫାଙ୍କ ll


ପ୍ରେମର ପୂର୍ଣ୍ଣତା ନୁହଁଇ ବିବାହ

ମଥାରେ ଦେଲେ ସିନ୍ଦୁର l

ହୃଦୟ ମିଳନ ପ୍ରେମର ପୂର୍ଣ୍ଣତା

ପ୍ରେମ ହୁଅଇ ଅମର ll


ଦୈହିକ ଭାବରେ କି ସାର୍ଥକ ଅଛି

ନ ମିଶେ ଯଦି ହୃଦୟ l

ବିଦେହ ପ୍ରେମରେ ଯଦି ମନ ମିଶେ

ତାହାହିଁ ପ୍ରେମର ଜୟ ll


Rate this content
Log in

Similar oriya poem from Inspirational