STORYMIRROR

Subhalaxmi Nayak

Inspirational

4  

Subhalaxmi Nayak

Inspirational

ନାରୀ ଅବତାରୀ

ନାରୀ ଅବତାରୀ

1 min
386


ମୁଁ ଝିଅ,

ଦୁଇ କୁଳକୁ ଯୋଡ଼ିବା ପାଇଁ ସମ୍ପର୍କର ଖିଅ....


ମୁଁ ସ୍ତ୍ରୀ,

ଜୀବନସାଥୀ ସହ ତାଳ ଦେଇ ଚାଲୁଥିବା ମିତ....


ମୁଁ ବୋହୂ,

ପରିବାରର ସୁଖ ସମୃଦ୍ଧିର କେନ୍ଦ୍ରବିନ୍ଦୁ....


ମୁଁ ମାଆ,

ଆଗତ ବଂଶଜ ତଥା ନୂତନ ସମ୍ଭାବନାର ସୂତ୍ରଧାରୀ....


ସର୍ବୋପରାନ୍ତେ ମୁଁ ନାରୀ,

ସର୍ବଂସହା ଧରଣୀର ଜୀବନ୍ତ ପ୍ରତୀକ ରୂପୀ ଲାବଣ୍ୟ ସୁନ୍ଦରୀ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational