STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ବଦନାମ କବି

ବଦନାମ କବି

1 min
156

ଜଣେ ପାତରଅନ୍ତର କରି ଜାଣେ।

କବିତା ଆଉ ଗଳ୍ପ ମଧ୍ୟରେ

ବିବେକ ହରାଇ ଅମଣିଷ ପାଲଟେ।

ଏକତରଫା ପ୍ରେମ କରେ

ନିଜକୁ ନିଜେ ସମାଲୋଚନା କରେ।

ଡାଏରୀରେ ପୃଷ୍ଠା ପରେ ପୃଷ୍ଠା ଚିରି

ଘୋର ଅଭାବ ଭିତରେ ଧନ ନୁହେଁ

ଶବ୍ଦାଭାବ ତାକୁ ଆନ୍ଦୋଳିତ କରେ।

ଆଉ ଏ ଦୁନିଆ ତାକୁ ବଦନାମ କରେ,

ଯେ ବଦନାମ ନୁହେଁ ସେ କି କବି ଯେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract