STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

କର୍ମ

କର୍ମ

1 min
461

ସ୍ୱର୍ଗ ଏଇଠି ,ମୌର୍ତ୍ୟ ଏଇଠି

ଦେଖିଲି ମୁଁ ସ୍ୱର୍ଗ ଆଜି,

ପାପ ପୁଣ୍ୟର ବିଚାର ବି ହେବ,

ଦେବତା ଅଛନ୍ତି ରାଜି।

କେଉଁ ପାପ ପାଇଁ ,ଦଣ୍ଡ କି ହେବ?

ବିଚାର ଚାଲିଛି ଦେଖା

ଆଜିର ବିଚାର କାଲିକି ନ ହେବ

ଚାଲି ଅଛି ନାମ ଲେଖା ।

ଗହଳି ବଢ଼ିଛି ,କର୍ମ ବି ବଢ଼ିଛି,

ବଢ଼ିଛି ବସ୍ତି,ବଜାର

ପୂଣ୍ୟ କମୁଛି,ଅକର୍ମ ବଢୁଛି

ପାପର ଓ ପାପାଚାର।

ଅଫୋର ବି ଅଛି,

ନେବ ବାଛି ବାଛି

ଧର୍ମକୁ ନାହିଁ ଦଣ୍ଡ

ପାପୀର ପାପର ଓଜନ ହିସାବ

କି କରିଛି କର୍ମ କାଣ୍ଡ, ।


Rate this content
Log in

Similar oriya poem from Inspirational