STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ମୁଖାଗ୍ନି

ମୁଖାଗ୍ନି

1 min
144

ସ୍ବପ୍ନ ସବୁ ଝାଉଁଳି ଗଲାଣି

କିଛି ମିଛରେ ଆଉ ସତାମିଶା ଅଭିଶାପରେ

ମୁକ୍ତ ମୁକ୍ତ ଜୀବନର ଘଡି

କିଛି ସ୍ୱର୍ଗଛୁଆଁ ପ୍ରୟାସ ରେ ଆଉ କିଛି

ମତ୍ତ୍ୟର ଚାରିହାତ ଚାଖୁଣ୍ଡେ ମାଟିରେ ।


ଖୋଇ କଉଡ଼ି ବିଂଛି ହୋଇ 

ରାସ୍ତା ଉପରେ 

କିଛି ହରିନାମ ସଂକୀର୍ତ୍ତନରେ

କିଛି ଉମ୍ଭେଇ ନିଆଁର ଧୂଆଁରେ ।


ବାନ୍ଧବ ମାନଙ୍କ କାନ୍ଧ ଉପରେ

ଗୋଟାଏ ଗୋଟାଏ ପାଦ ଗଣତି

ମିଳେଇ ଯାଏ 

କିଛି ସ୍ମଶାନର କାଠ ଭାଡ଼ି ଉପରେ

ଆଉକିଛି ମୁଖାଗ୍ନି ପାଇଗଲାପରେ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Prabhanjana Tripathy

ମୁଖାଗ୍ନି

ମୁଖାଗ୍ନି

1 min വായിക്കുക

ଅଜା

ଅଜା

1 min വായിക്കുക

କବିତା

କବିତା

1 min വായിക്കുക

ନାମ

ନାମ

1 min വായിക്കുക

ଶଗଡ଼ିଆ

ଶଗଡ଼ିଆ

1 min വായിക്കുക

ତୁମେ ୨

ତୁମେ ୨

1 min വായിക്കുക

Similar oriya poem from Abstract