Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance Tragedy Fantasy

3  

Suryakanta parida

Romance Tragedy Fantasy

ହୃଦୟ ର ମୁଲ୍ୟ

ହୃଦୟ ର ମୁଲ୍ୟ

1 min
23



ସ୍ମୃତି ଏକ ଅନୁଭୂତି ହୃଦୟର ସରଞ୍ଚନା !

ତମେ କି ଜାଣିବ ସ୍ମୃତି ର ମୂଲ୍ୟ

ଆଉ ହୃଦୟ ବେଦନା !

  ଅସୁମାରୀ  ସପ୍ନ ଆଉ ଅନେକ ଯନ୍ତ୍ରଣା !

କେତେଯେ ସପନ ଆଉ ତମ ରି ଭାବନା

ହୃଦୟ ଟା ମୂଲ୍ୟ ହୀନ

ସ୍ମୃତି ଯେତେ ମିଳଇ ମାଗଣା !

ତମ ପାଇଁ ଆଜି ମୁଁ ଅଲୋଡା ସାତ ପର

ଆଉ କିଏ ହୋଇଲା ଆପଣା !

ପଥର ଟେ ଭାବିନେଲୁ ହୃଦୟ କୁ ମୋର

 ମୂଲ୍ୟ ତାର ଟଙ୍କେ କି ଆଠଣା !



Rate this content
Log in

Similar oriya poem from Romance