STORYMIRROR

Suryakanta parida

Comedy Romance Fantasy

3  

Suryakanta parida

Comedy Romance Fantasy

ମାୟା

ମାୟା

1 min
177


     ଚାଲ ବାବୁ ଭୁଲିଜା ସବୁ


      କିଛି ନୁହେଁ ଏ ସବୁ


    ଭଲ ପାଇବୁ ଧୋକ ଖାଇବୁ


     ଖୁସି ବିକିକି ଦୁଃଖ କିଣିବୁ


      ଅମୃତ ନୁହେଁ ପାଇବୁ


    ନିଦ ହଜାଇ ସପ୍ନ ଖୋଜିବୁ


     ଆଶା ବାନ୍ଧିଛୁ କିଛି ପାଇବୁ


     କିଛି ମିଳିବନି ହରେଇ ଦବୁ


   ସତ ଖୋଜିବୁ ମାୟାବିଷ ପାଇବୁ


     ଚାଲ ବାବୁ ଭୁଲିଯା ସବୁ


       କିଛି ନୁହେଁ ଏ ସବୁ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy