STORYMIRROR

Suryakanta parida

Romance Action Others

3  

Suryakanta parida

Romance Action Others

ହୃଦୟର ମୂଲ୍ୟ

ହୃଦୟର ମୂଲ୍ୟ

1 min
209

ସ୍ମୃତି ଏକ ଅନୁଭୂତି ହୃଦୟର ସରଞ୍ଚନା

ତମେ କି ଜାଣିବ ସ୍ମୃତିର ମୂଲ୍ୟ

 ଆଉ ହୃଦୟ ବେଦନା

 ଅସୁମାରୀ  ସପ୍ନ ଆଉ ଅନେକ ଯନ୍ତ୍ରା

 କେତେଯେ ସପନ ଆଉ ତୁମରି ଭାବନା

ହୃଦୟ ଟା ମୂଲ୍ୟ ହୀନ

ସ୍ମୃତି ଯେତେ ମିଳଇ ମାଗଣା

 ତମ ପାଇଁ ଆଜି ମୁଁ ଅଲୋଡା ସାତ ପର

 ଆଉ କିଏ ହୋଇଲା ଆପଣା

ପଥର ଟେ ଭାବିନେଲୁ ହୃଦୟକୁ ମୋର

 ମୂଲ୍ୟ ତାର ଟଙ୍କେ କି ଆଠଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance