STORYMIRROR

Sriya Pattnaik

Romance

5.0  

Sriya Pattnaik

Romance

ପ୍ରେମ ( ଭାଗ- ୨)

ପ୍ରେମ ( ଭାଗ- ୨)

1 min
365


ଆଜି ବି ତାଜା ତାଜା, ସେଇ ପୁରୁଣା ଦିନ

ହୃଦୟ ରୁ ହୃଦୟକୁ ଥିଲା , କେତେ ବ୍ୟବଧାନ ।

ବ୍ୟାକୁଳତା ,ମନ ର ଆବେଗତା ଥିଲା ଆୟତ ହିନ

ଲାଂଘିବାକୁ ଇଛା ହୁଏ ସବୁ ବାଧା ବିଘ୍ନ ॥୧


ନୂଆ ନୂଆ ସାକ୍ଷାତକୁ, ନୂଆ ନୂଆ ବର୍ତ୍ତାଳାପ

ଆଖିରେ କଥା ଅନେକକୁ , ମୁଖେ ନଥାଏ ଶବଦ।

ସ୍ପର୍ଶ ଟିକିଏ ଲଭିବାକୁ , ତୋଳି ହାତେ ଧରିବକୁ

ଜାଣି ତୁ ଅଜଣା ଥାଇ, ବାହାନା କୁ କରୁ ସ୍ୱାଗତ ॥୨


ଅଜାଣତେ ପ୍ରେମର ଲତା

ବଢୁଥିଲା କେଜାଣି କେଉଁ କୋଣେ ।

ଅଦୃଶ୍ୟ ,ଅସ୍ପର୍ଶ ନିଆରା ଥିଲା ଅନୁଭୁତି

ପାଲଟିଲି ପ୍ରେମିକ ଟେ ମୁଁ ଜଣେ ॥୩


ପସୋରି ଯାଇଛି ଜୀବନର ଅଙ୍କ

ହୋଇଗଲି ବସ ଦେଖି ତୁମ ଅଖିର ଚମକ ।

ନିରିହ ,ନିଶ୍ଚଳ ଅଖିର ବାଣରେ

ଧରାସାୟି ଆଜି ମୁଁ ତୁମରି ପ୍ରେମରେ ॥୪


ରାତି ଲଗେ ନାହିଁ ରାତି ପରି ଆଉ

ଦିନ ଲାଗେ ନହିଁ ପରି ଦିନ ।

ତୁମେ ଥିଲେ ଦିନ ନଥିଲେ ରାତି

ମୋ ଅନ୍ଧକାର ଜୀବନରେ ତୁମେ ହିଁ ଜ୍ୟୋତି ॥୫


Rate this content
Log in

Similar oriya poem from Romance