STORYMIRROR

Suryakanta parida

Fantasy

3  

Suryakanta parida

Fantasy

ସ୍ମୃତି

ସ୍ମୃତି

1 min
801

ଆଜି ବି ସଞ୍ଜ ବେଳେ ବସିଲେ ନିରଳାରେ

ପୁରୁଣା ସ୍ମୃତି ଫେରେ ଏଇ ମୋ ଛାତିତଳେ ।


ସେଦିନ ଜହ୍ନ ରାତି ଆଜି ବି ଚହଲାଏ ଛାତି

ଆଜି ସେ ଦିନ  ନାହିଁ ରହିଛି ଖାଲି ସ୍ମୁତି ।


ମା ଙ୍କୁ ସାକ୍ଷୀ  ରଖି ଜାଳିଲେ ସଞ୍ଜ ବତି

ହୃଦୟଏ ଭରିଛି ତାତି ମନ ଖୋଜେ ସାଥି

ହଜିଲା ଦିନ ଆଉ ସେ ପୁରୁଣା ସ୍ମୃତି ।


Rate this content
Log in

Similar oriya poem from Fantasy