STORYMIRROR

Suryakanta parida

Romance Tragedy Fantasy

3  

Suryakanta parida

Romance Tragedy Fantasy

ଅପେକ୍ଷା

ଅପେକ୍ଷା

1 min
265



  ଦେଖା ହେଲେ କହିବି ସେ ପୁରୁଣା କଥା ।

  

  ନୂଆ କିଛି ଅନୁଭୂତି ଆଉ ହୃଦୟର ବ୍ୟଥା ।


  ତୁ ନାହୁଁ କିଛି ନାହିଁ ଆଜି ମୁଁ  ନିଃସହାୟ ।


  ତୋ ବିନା  ଦୁନିଆଟା ଲାଗେ ଏକାଏକା ।


  ହୃଦୟ ସମୁଦ୍ରରେ ତମ ସ୍ମୃତି ସାଜିଛି ନୌକା ।


  ଆଜି ବି  ଆଖି ତମକୁ ହି ଖୋଜେ କରିଛି ।


   ତମରି ଅପେକ୍ଷା !


Rate this content
Log in

Similar oriya poem from Romance