STORYMIRROR

Suryakanta parida

Others

2  

Suryakanta parida

Others

ଅପେକ୍ଷା

ଅପେକ୍ଷା

1 min
73

ଦେଖା ହେଲେ କହିବି ସେ ପୁରୁଣା କଥା !

ନୂଆ କିଛି ଅନୁଭୂତି ଆଉ ହୃଦୟର ବ୍ୟଥା !

ତୁ ନାହୁଁ କିଛି ନାହିଁ ଆଜି ମୁଁ ନିଃସହାୟ !

ତୋ ବିନା ଦୁନିଆଟା ଲାଗେ ଏକାଏକା !

ହୃଦୟ ସମୁଦ୍ରରେ ତମ ସ୍ମୃତି ସାଜିଛି ନୌକା !

ଆଜି ବି ଆଖି ତମକୁ ହିଁ ଖୋଜେ କରିଛି !

   ! ତମରି ଅପେକ୍ଷା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍