Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Classics Fantasy

3  

Suryakanta parida

Classics Fantasy

ପ୍ରେମ ଅଢେ଼ଇ ଅକ୍ଷର

ପ୍ରେମ ଅଢେ଼ଇ ଅକ୍ଷର

1 min
571



ରାତି ସବୁ କଟି ଯାଏ ତମରି ସ୍ୱପ୍ନରେ

ଦିନ ସବୁ ସରି ଯାଏ ତମ ଅପେକ୍ଷାରେ

ତମ ମୁହଁ ଦିଶିଯାଏ ପୂର୍ଣ୍ଣିମା ଜହ୍ନରେ ।


ସ୍ମୃତି ସବୁ ଉଙ୍କି ମାରେ ପହିଲି ବର୍ଷାରେ

ହୃଦୟହୀନ ମୁଁ ଆଜି ତମେ ଗଲାପରେ

ତମେ ଆଜି ନିରବ ମୁଁ ଦୋଛକି ରାସ୍ତାରେ ।


ସବୁ ଭାବନା କଳ୍ପନା ଆଜି ମୋ ଭିତରେ

ଫେରିବୁନି ଜଣିଛି ମୁଁ ତମେ ଏ ଜନ୍ମ ରେ

ଭାରି ଖୁସି ଲାଗେ ତମ ମିଛ ଅପେକ୍ଷାରେ ।



Rate this content
Log in

Similar oriya poem from Classics