STORYMIRROR

Suryakanta parida

Romance

2  

Suryakanta parida

Romance

ଅପେକ୍ଷା

ଅପେକ୍ଷା

1 min
39


ଦେଖା ହେଲେ କହିବି ସେ ପୁରୁଣା କଥା 

ନୂଆ କିଛି ଅନୁଭୂତି ଆଉ ହୃଦୟର ବ୍ୟଥା 

ତୁ ନାହୁଁ କିଛି ନାହିଁ ଆଜି ମୁଁ ନିଃସହାୟ 

ତୋ ବିନା ଦୁନିଆଟା ଲାଗେ ଏକାଏକା 

ହୃଦୟ ସମୁଦ୍ରରେ ତମ ସ୍ମୃତି ସାଜିଛି ନୌକା 

ଆଜି ବି ଆଖି ତମକୁ ହି ଖୋଜେ କରିଛି 

    ତମରି ଅପେକ୍ଷା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance