STORYMIRROR

ସନ୍ତୋଷ ସ୍ୱାଇଁ

Romance

3  

ସନ୍ତୋଷ ସ୍ୱାଇଁ

Romance

ସେଇ ବର୍ଷା

ସେଇ ବର୍ଷା

1 min
267

ବର୍ଷା ରେ ଭିଜିବାକୁ

ମଜା ଲାଗେ ନା'

ଶରୀର ସିନା ଭିଜିଯାଏ

ଆତ୍ମା ଭିଜେନା ।

ମାୟାବିନୀ ରାତି

ଶରୀରରେ ଭରିଦିଏ ତାତି

ବୁଝି ମୁଁ ପାରେନା

କିଏ କରୁଛି ଛଳନା

ସେଥିପାଇଁ ପରା

ମୋତେ

ବର୍ଷାରେ ଭିଜିବାକୁକୁ ମନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ସନ୍ତୋଷ ସ୍ୱାଇଁ

Similar oriya poem from Romance