STORYMIRROR

Bibhuti Bhusan Mohanty

Romance Others

4  

Bibhuti Bhusan Mohanty

Romance Others

କରୋନା ରେ......😢ବିଭୂ ମହାନ୍ତି

କରୋନା ରେ......😢ବିଭୂ ମହାନ୍ତି

1 min
199

ଆରେ ମୋତେ ତ କରୋନା ଲୁଟିଲା

ଶତ୍ରୁ ର କଣ ଦମ୍ ଥିଲା...?

ମୋ ଗୋଡ଼ ହାତ ସେଇଠି ଭାଙ୍ଗିଲା

ଯେଉଁଠି କ୍ବାରେଣ୍ଟାଇନ ସେଣ୍ଟର ଥିଲା।।


ମୋ ପାଇଁ ଯେଉଁ ଆମ୍ବୁଲେନ୍ସେ ଡାକିଲେ

ସେଥିରେ ପେଟ୍ରୋଲ କମ ଥିଲା,

ମୋତେ ରିକ୍ସାରେ ଏଇଥିଲାଗି ନେଲେ

କାରଣ ତାହାର ଭଡା ଟି କମ ଥିଲା..


ମୋତେ ତ ଡାକ୍ତର ଉଠେଇଲେ

ନର୍ସ ର କଣ ଦମ୍ ଥିଲା...?

ମୋତେ ଯେଉଁ ଖଟିଆରେ ଗଡେଇଲେ,

ସେଥିରେ କରୋନା ଭୁତାଣୁ ଥିଲା..


ମୋତେ ତ କରୋନା ମାରିଲା

ଅନ୍ୟ ରୋଗର କଣ ଦମ୍ ଥିଲା....?

ମୋତେ ନେଇ ନିର୍ଜନ ଜାଗାରେ ପୋତିଲେ,

କାହିଁକି ନା ସ୍ମଶାନ ମୋତେ ପୋଡ଼ିବାକୁ ମନାକଲା ।।

ହଁ ହଁ ସ୍ମଶାନ ମୋତେ ପୋଡ଼ିବାକୁ ମନାକଲା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance