STORYMIRROR

Bibhuti Bhusan Mohanty

Abstract Romance

4  

Bibhuti Bhusan Mohanty

Abstract Romance

ମୁଁ ବୋକା ବେପାରୀ

ମୁଁ ବୋକା ବେପାରୀ

1 min
260

ପ୍ରେମ ବଜାରରେ ବେପାରୀ ସାଜି ମୁଁ

ମନ ମୋର ବିକିଥିଲି

କିଣିକି ଗରାଖ ଠକି ଦେଲା ମତେ

ମୂଲ ନଦେଇକି ଗଲା ଚାଲି।


ସୁନ୍ଦର ନିର୍ମଳ ମନଟିକୁ ମୋର 

ଯତନରେ ରଖିଥିଲି

ଚିକ୍ଣଣ ଚାକଣ ଗରାଖଟା ଭାବି

ତା ହାତରେ ଟେକିଦେଲି ।


ଦେଲାନି ସେ ମୋ ମନର ପାଉଣା

ବେପାରରେ ଠକିଗଲି

ଭଲ ଗରାଖଟେ ନଥିଲା ତ ସିଏ 

ମନ ବିକିଦେଇ ଦୁଃଖୀ ହେଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract