STORYMIRROR

PRASANTA KUMAR MAHAPATRA

Romance

4  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୩୭

ପଦଟିଏ ତୋ ନାଁରେ ପ୍ରିୟା ୩୭

1 min
253

ପ୍ରିୟତମା...

ତୁମେ ଏକ ଉଷ୍ଣ

ଶୀତଳତା,

ତୁମେ ଏକ କୋମଳ

ଶୂନ୍ୟତା,

ତୁମେ ଏକ ନିଃଶବ୍ଦ

ବାଂମୟତା,

ତୁମେ ଏକ ବିନ୍ଦୁର

ଅସୀମତା,

ତୁମେ ଏକ ଅଶାନ୍ତ

ଶାନ୍ତିଦାତା,

ତୁମେ ଏକ ସପ୍ରେମ

କ୍ରୁରତା , 

ତୁମେ ଏକ ବିଭୋର

ଆତ୍ମୀୟତା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance