STORYMIRROR

bebismita kar

Romance

3  

bebismita kar

Romance

ପ୍ରେମ ଋତୁ ବସନ୍ତ

ପ୍ରେମ ଋତୁ ବସନ୍ତ

1 min
481

ତୁମ ଆଲିଙ୍ଗନେ

ହଜିଯାଏ

ଭିଯିଯାଏ ମୁଁ

ଶୀତ ସରିଗଲେ ବସନ୍ତକୁ କାହିଁ

ଚାହିଁ ରହିଥାଏ ମୁଁ


ମଳୟ ପବନେ କିଛି କିଛି ହୁଏ ସ୍ପନ୍ଦନେ

ଦେହରେ ବାଜିଲେ ସତେକି ଲାଗେ

ହଜିଚି ମୁଁ ତୁମ ଚୁମ୍ବନେ


ତୁମ ଆଲିଙ୍ଗନ ଉଷୁମ ନିଆଁରେ

ବହିଯାଏ ଦେହୁ ଝାଳ

ବିନା ବୈଶାଖରେ ଓଦା ହେଇଯାଏ

ତଳିପାରୁ ମୋର ତିଳ


ସାତ ରଙ୍ଗ ପରେ ପ୍ରେମର ରଂଗଟା

ଛୁଇଁ ଯାଏ ବସନ୍ତରେ

ଛଅ ଋତୁ ପରେ

ପ୍ରେମର ଋତୁଟା

ଉଇଁ ଥାଏ ଧରଣୀରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance