STORYMIRROR

bebismita kar

Others

3  

bebismita kar

Others

ପ୍ରେମ

ପ୍ରେମ

1 min
245

ମିଠାକଥା ତୁମ ଶୁଣି

ସବୁକିଛି ଗଲି ଭୁଲି

ଧିରେ ଧିରେ ମୁଁ ମୋ ଅଜାଣତେ

ତୁମ ପ୍ରେମେ ପଡ଼ିଗଲି ।


କେତେ ଭଲପାଅ

ପ୍ରତି ମୁହୂର୍ତ୍ତରେ ଚେତେଇ ଦେଉଥିଲ

ଭୁଲିବନି ବୋଲି ବାରବାର କହି

ରାଣ ତୁମେ ନେଉଥିଲ।


ପାଇବାର କିଛି ଆଶା ମୁଁ ରଖିନି

ନିଃସ୍ୱାର୍ଥ ମୋର ପ୍ରେମ

ମୋ ତ୍ୟାଗକୁ କେବେ ଭୁଲିଯିବନାହିଁ

ରଖିବ ତାର ମର୍ମ ।


Rate this content
Log in