STORYMIRROR

bebismita kar

Romance Fantasy

3  

bebismita kar

Romance Fantasy

ରଙ୍ଗର ନାମ ପ୍ରେମ

ରଙ୍ଗର ନାମ ପ୍ରେମ

1 min
168

ପ୍ରେମ ଅଟେ ନୂଆ ରଙ୍ଗର ନାମ

କେତେବେଳେ ଗୋଲାପି

ତ କେତେବେଳେ ଲାଲ।


ଏ ରଙ୍ଗ ଲାଗିବା ସହଜ ନୁହେଁ

ଆଉ ଛାଡ଼ିବା ବି

ନାଁ

ଶୋଇ ହୁଏ

ନାଁ ଚେଇଁ

ନାଁ ଛୁଇଁ ହୁଏ

ନାଁ ପାଇ ।


ତଥାପି

ବର୍ଷା ତ ମିଶାଏ

ଆକାଶ ମାଟିକୁ

ମେଘ ବି ତ ଛୁଏଁ

ଦିନେ ପାହାଡକୁ ।


ସେ କଣ ପାରିବନି ମିଶାଇ

ମତେ ଆଉ ତୁମକୁ !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance