STORYMIRROR

bebismita kar

Others

2  

bebismita kar

Others

ଅନୁଭୂତି

ଅନୁଭୂତି

1 min
211

କଲେଜ ନାଁ ରେ ଯାଇଥିଲେ ଦିନେ ବୁଲି

କେତେ ମଜା ଆଉ ମସ୍ତି କରିଥିଲେ

ରଖିଚୁ ନାଁ ମନେ ଯାଇଚୁ ଭୁଲି!

ଫେରିବନି ଆଉ ସେଇ ଦିନ

ଯେତେ ଝୁରି ହେଲେ ଏଇ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍