ନୂଆବରଷ
ନୂଆବରଷ
1 min
155
ଆସିଛି ଆସିଛି ଆସିଛି
ନୂୂୂଆବରଷ ଆସିଛି
ସୁୁୁଖ, ଦୁଃଖ, ହସ, ଲୁୁୁହ
ପୁୁୁରୁଣା ବରଷ ଯାହା ଦେଇଛି
ନୂୂୂଆବରଷ ସବୁକୁ କରିବ
ଦୁୁୁର
ଭରିଦେବ ଖୁସି ଖାଲି ଖୁସିର ସୁଅ
ରାଗ, ରୂଷା ସବୁକୁ
ଆମେ ଭୁଲିିବା
ନୂୂଆବରଷେ ଆମେ ନୂଆ
ପ୍ରତିଜ୍ଞା ନେବା
ସଭିଙ୍କୁ ବାନ୍ଧିିବା ସ୍ନେହ ପ୍ରେମରେ ଆମେ
ଦୁୁଃଖ ସବୁ ହାରିିଯିବ
ଆମରି ଆଗେ
ସଭିଙ୍କ ମନରେ ଆଜି ଖୁସି ଲହରି
ଆସିଛି ନୂୂୂଆବରଷ ସବୁକୁ ଧରି......
