STORYMIRROR

Gajendra Kumar sethy

Romance

4  

Gajendra Kumar sethy

Romance

ଭୁଲ ଠିକଣା

ଭୁଲ ଠିକଣା

1 min
375

ସେ ଦିନ ଯେଉଁଠି ଛାଡି ଯାଇଥିଲେ

ଆଜି ମୁଁ ସେଇଠି ଠିଆ

ଦେଖିଯାଅ ଥରେ ଭୁଲ ଠିିିକଣାରେ

କେମିତି ଚାଲିଛି ପ୍ରିୟା ।

ସଠିକ ଠିକଣା ଭୁଲି ମୁଁ ଯାଇଛି

ଭୁଲ ଠିକଣା ମୋ ଘର

ସେଇଥିପାଇଁ ତ ନୈପଥ୍ୟ ନାୟକ

ଅବା ମୁହିିଁଁ ଯାଯାବର ।

ତଥାପି ମୋ ଚିଠି ପଡିି ରହିଅଛି

ହୋଇ ଯାଏ ବାଟବଣା

କେଉଁ ଦିନ ଭାଗ୍ୟ ବଦଳିବ ମୋର

ନ ଥିବ ଭୁୁଲ ଠିକଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance