STORYMIRROR

Gajendra Kumar sethy

Thriller

3  

Gajendra Kumar sethy

Thriller

ଅନ୍ଧକାର

ଅନ୍ଧକାର

1 min
220

ଅନ୍ଧକାର ଖାଲି ଜୀବନଟା ମୋର

ଆଲୋକ ସାତ ସପନ

ଅଜ୍ଞାନ ଘେରିଛିି ହୃଦୟରେ ମୋର

କବଳିତ ମୋର ମନ ।

ଅନ୍ଧକାର ମୋର ବେଳାଭୂମି ପରେ

ପଥିକ ମୁଁ ଏକା ଏକା

ଅନ୍ଧାର ବେଳାରେ ଏକା ମୁଁ ଜାଣଛି

ତୁମେ ତ ମୋର ସଖା ।

ଅନ୍ଧାର ଯେତିିିକି ଆଲୋକ ସେତିକି

ସୁୁଖ ଯେତେ ଦୁଃଖ ସେତେ

ସବୁକୁ ଆଦରି ଆବୋରି ନେଇଛି

ଏଇ ମୋ ଜୀବନେେ ଯେେେତେ

ଅନ୍ଧକାର ବୋଲି ଦୁଃଖ ନାହିଁ ମୋର

ଅନ୍ଧଟିଏ ପରା ମୁଁ ଯେ

ଶୋଇ ମୁଁ ଯାଉଛି ଗଭୀର ନିିଦରେ

ସେହି ଅନ୍ଧକାର ଶେଯେ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller