Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gajendra Kumar sethy

Romance

2  

Gajendra Kumar sethy

Romance

ଚିଠି

ଚିଠି

1 min
103


ଚିଠି ତ ଦେଇଛି ଦୂର ଗାଁ ପ୍ରିୟା

ପଚାରିଛି ଭଲମନ୍ଦ

ଆସିିପାରୁୁନାହିଁ କରୋନା ପାଇଁକି

ଗାଡି ଘୋଡ଼ା ସବୁ ବନ୍ଦ

ଚିଠି ରେ ଲେଖିଛି ଦୂରେ ଅଛି ବୋଲି

କରିିିିବନି ମନ ଉଣା

ମିଳନରେ ମଜା ବିଛେଦରେ ମିଳେ

ଏ କଥା ତୁୁୁୁମକୁୁ ଜଣା

ଦୂର ପାହାଡ଼ ଓ ଦୂର ବନ୍ଧୁ କାଳେ

ଲାଗି ଥାଏ ଭାରିିି ଭଲ 

ଚିଠି ପାଇ ଯେବେ ଉତ୍ତର ନଦେବ

କରିିବିନିି କେବେ ଗେହ୍ଲ ।


Rate this content
Log in

Similar oriya poem from Romance