STORYMIRROR

Gajendra Kumar sethy

Romance

3  

Gajendra Kumar sethy

Romance

ନାଲି ରକ୍ତ

ନାଲି ରକ୍ତ

1 min
182

ନାଲି ନାଲି ରକତରେ

ଲେଖା ଥିଲା ମୋ ନାମ

ତୋ ହୃଦୟରେ ନା ହାତରେ

ମୁଁ ସଠିକ ଜାଣିନି,

ବରଂ ମୁୁଁଁ ବାଧ୍ୟ  ହୋଇଛି

ଦେବାକୁ ତୋ ଅଧିକାର।

ତଥାପି କେମିତି ମୁଁ ପର ହେଲି

ମୋ ଅଜାଣତରେ ବହିିଗଲା ନାଲି ରକ୍ତ

ମୁଁ ବି ଜିତିବି ତୋ ଜୀବନ 

ସେ କଥା କହିବ ସେ ନାଲି ରକ୍ତ

ମୁଁ ବି ମାନିଗଲି

ମୋର ଅବଦାନ କି ଅନୁଭବ

ସବୁୁୁତକ ତ ମୋର

କହିିିବି କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance