STORYMIRROR

Gajendra Kumar sethy

Inspirational

2  

Gajendra Kumar sethy

Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
117

ବରଷକେ ସିନା ଥରେ ଆସିଥାଏ

ଧରମ କରମ ନେଇ

ସ୍ମୃତି ଛାଡି ଯାଏ ଆର ବରଷ କୁ

ପୁଣି ଆସିବା ପାଇଁ ।

ଶୀତୁଆ ସକାଳ କୁୁମାର ପୂର୍ଣ୍ଣିମା

ନିଆରା ସେ ପରମ୍ପରା

ନଦୀରେ ଗାଧୁଆ ଅବା ଡଙ୍ଗା ଭସା

ସତେ ଅବା ଆପଣାର ।

କାର୍ତ୍ତିକ ଧରମ ଜଗନ୍ନାଥ ଧାମ

ଯେ ଯାଇଛି ସେ ଜାଣେ

ଅରଜିିିଛି ସେହି କୋଟି ପୁଣ୍ୟ ଫଳ

ସବୁ ଜନମେ ଜନମେେ ।



Rate this content
Log in

Similar oriya poem from Inspirational