Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shankar biswal

Inspirational

3  

Shankar biswal

Inspirational

ଅତୀତରେ ଗତବର୍ଷ

ଅତୀତରେ ଗତବର୍ଷ

1 min
178



ମୁଁ କେବଳ ମୁଁ ନୁହେଁ ଏହା ମୋ ଭିତରେ ଥିବା ଏକ ନୌପୂଣ୍ୟତା ଏହା ମୁଁ ନୁହେଁ ମୋ ଭିତରେ ଲୁଚିଥିବା କିଛି ଭୟଙ୍କର ରୂପ ଛବି ଯାହାଏ ପ୍ରେମକୁ କରେ ନିମନ୍ତ୍ରଣ ଓ ସମୟକୁ କରେ ଆମନ୍ତ୍ରଣ ।

ମୁଁ ଖୋଜେ ସେହି ଛବି କୁ ଯିଏ ଦିନେ ଦେଖାଈଥିଲା ଶୀର୍ଷତାରେ ପହଁଞ୍ଚିବାର ରାସ୍ତା ଖୋଜେ ସେହି ଛବି ଯାହା ସୁନ୍ଦର ରଙ୍ଗମୟ ଓ ଛନ୍ଦପୂର୍ଣ୍ଣ ।

ଅତୀତର ବିଦାୟ ବର୍ତ୍ତମାନର ଆଗମନ ଓ ପରିସ୍ଥିତିର ଚକ୍ରବ୍ୟୁହୁରେ ଫସି ଘୁରି ବୁଲୁଥିବା କେବଳ ନିର୍ଭିକ ଚକପରି ଗଢିଚାଲିଛି । ସେହି ଅନୁସାରେ ସମୟ ମଧ୍ୟ ସରିଛି ବେଳ ବୁଡିଛି ଆଊ ଭବିଷ୍ୟତ ଆସୁଛି । 

ନବବର୍ଷ କେବଳ ଏକ ଦିନ ନୁହଁ ଏହା ଏକ ଅଧ୍ୟାୟ ଯିଏ ଜୀବନ ପାଠ୍ୟ ଖସଡାର କରେ ପୁର୍ନରାବୃତ୍ତି , ପରିତୃପ୍ତି ଆଊ ସହମତି । ଅଶିର୍ବାଦରେ କେବଳ ଚଳେନା ଏଠି ଏଠି ରଖିବାକୁ ହୁଏ ନିବିଡତା ନୁହେଁ କି ବିଡମ୍ବତା କେବଳ ସମ୍ପର୍କତା ଆଊ ପରିତୃପ୍ତତା । 

କିଛି ରାଗ , ବିରାଗ, ଅଭିମାନ ସହିଣ୍ଣୁ ସହକାରେ ବହୁକିଛି ପ୍ରେମ , ସ୍ନେହ , ଭଲପାଈବାକୁ ଆପଣାଈଛି ଆଊ ଫେରିଛି ସେହି ପିଲା ଦିନର ନବ ବର୍ଷର ବଣ ଭୋଜିକୁ ।

ତେଣୁ ପୁଣି କହିବି ମୁଁ କେବଳ ମୁଁ ନୁହେଁ ଏହା ମୋ ଭିତରେ ଥିବା ଏକ ନୌପୂଣ୍ୟତାନା ମୋ ଭିତରେ ଲୁଚିରହିଥିବା ଏକ ଭୟଙ୍କର ଛବି 


Rate this content
Log in

Similar oriya poem from Inspirational