STORYMIRROR

Shankar biswal

Inspirational

3  

Shankar biswal

Inspirational

ସହିଦ୍ ମଙ୍ଗଲ୍ ପାଣ୍ଡେ

ସହିଦ୍ ମଙ୍ଗଲ୍ ପାଣ୍ଡେ

1 min
261



       ଇଂରେଜ ବିରୁଧେ ମୁଣ୍ଡ ଉଠାଇଲ       

ସହିଦ ହୋଈଲ ତୁମେ ,       

କ୍ରାନ୍ତି କାରୀ ଭାବେ ଭାରତୀୟ ନେତା     

  ତୁମେ ସ୍ବାଧିନତା ସଂଗ୍ରାମେ।


       ଜଙ୍ଗଲର ନିଆଠାରୁ ତୀବ୍ର    

    ଥିଲା ତୁମ ଆନ୍ଦୋଳନ ,     

  ବିଦ୍ରୋହ ଯୋଗୁଁ ଫାସୀ ହେଲା

ତୁମକୁ   ୧୦ ଏପ୍ରିଲ୍ ଦିନ।


       ବ୍ରାହ୍ମଣ ପରିବାରେ ଜନ୍ମ ଯେ ହୋଈଲ  

     ସହିଦ ମଙ୍ଗଲ ପାଣ୍ଡେ ,   

    ନିସ୍ବାର୍

ଥପର ଭାବେ କାର୍ଯ୍ୟ କରିତମେ 

      ଭବିଷ୍ୟ ପାଈଁ ତମେ ଦେଖିଲ।


       ଭାରତ ବର୍ଷର ସୈନିକ ସାଜି ଯେ     

  ଦେଶକୁ ରକ୍ଷା କଲ ,  

     ଦେଶ ପାଇଁ ନିଜ ବଳିଦାନ ଦେଇ  

      ନିଜ ଜୀବନକୁ ହାରିଦେଲ।


       ଆଜିଯେ ଭାରତ ଖୋଜୁଅଛି ତୋତେ

        ଭୁଲିନାହିଁ ସେହିଦିନ ,    

   ଏହିପରି ପୁଅ ଖୋଜୁଛି ଭାରତ    

    ଯିଏ ରଖିବ ତାହାରି ମାନ।



           


Rate this content
Log in

Similar oriya poem from Inspirational