STORYMIRROR

Jesu christ Muduli

Inspirational

3  

Jesu christ Muduli

Inspirational

ଅମୃତ କଳସ

ଅମୃତ କଳସ

1 min
279


ଯିଏ ଏକ ଅମୃତ କଳସ ପରି

ଯାହା ଭିତରେ 

ସ୍ନେହ ପ୍ରେମ ଆଉ ଶକ୍ତି 

ରହି ଅଛି ଭରି ।

କେବେ ସେ ମାଆ

ଶୁଆଇ ଦିଏ ଶୁଣେଇ ଲୋରି

କେବେ ପୁଣି ଭଗିନୀ

ବାନ୍ଧି ଦିଏ ସେନେହ ଡୋରି

କେବେ ସେ ଜାୟା

ସାଜି ଥାଏ ପ୍ରେମର ପରୀ

ସେ ପୁଣି ସିଦ୍ଧି ବୁଦ୍ଧି

ଦିଏ ସଫଳତା ର ଶିରୀ

ପୁଣି ସେ ନିଧି(ଲକ୍ଷ୍ମୀ)

ଜୀବିକାର ମୁଖ୍ୟ ସୁତ୍ରକାରୀ

କେବେ ରକ୍ଷା କବଚ

ସଂହାରେ ସାଜି ଶତ୍ରୁର ଛୁରୀ

ଆଉ ସେ ବି ଧରା

ଏନ୍ତୁଡ଼ି ରୁ ଜୁଇ ଜୀବନର ସିଡ଼ି

ସେ ସର୍ବଂସହା

ସେ ହିଁ ନାରୀ, ସେ ହିଁ ନାରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational