Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Others

3  

Jesu christ Muduli

Others

କରୁଅଛୁ ଶ୍ରଦ୍ଧା ଅର୍ପଣ

କରୁଅଛୁ ଶ୍ରଦ୍ଧା ଅର୍ପଣ

1 min
239



କର୍ମ ଓ ଧର୍ମର-ସୁସଂଯୋଜକ,

ହେ ଭାରତ ରତନ କାଲାମ

ତୁମ୍ଭ ଶ୍ରାଦ୍ଧ ଦିବସରେ

ତୁମ୍ଭକୁ କୋଟିଏ ସଲାମ ।


ପ୍ରେମ ଓ ମର୍ମର - ସୁମେଳକ,

ହେ ରାଷ୍ଟ୍ର ପୁରୁଷ କାଲାମ

ତୁମ୍ଭ ଶ୍ରାଦ୍ଧ ଦିବସରେ

ତୁମ୍ଭଙ୍କୁ କୋଟିଏ ପ୍ରଣାମ ।


କଲମ ଓ ବଲମର-ସୁପ୍ରଯୋଜକ,

ହେ କ୍ଷେପଣାସ୍ତ୍ର ପୁରୁଷ କାଲାମ

ତୁମ୍ଭ ଶ୍ରାଦ୍ଧ ଦିବସରେ

ତୁମ୍ଭଙ୍କୁ କୋଟିଏ ନମନ ।


ମନ ଓ ଧ୍ୟାନର - ସୁ ଚିନ୍ତକ,

ହେ ରାଷ୍ଟ୍ରର ପତି କାଲାମ

ତୁମ୍ଭ ଶ୍ରାଦ୍ଧ ଦିବସରେ 

ତୁମ୍ଭଙ୍କୁ କୋଟିଏ ସୁମନ ।


ଜ୍ଞାନ ଓ ବିଜ୍ଞାନର - ସୁପାଠକ,

ହେ କୋଟି ଜନପ୍ରାଣ କାଲାମ 

ତୁମ୍ଭ ଶ୍ରାଦ୍ଧ ଦିବସରେ

କରୁ ଅଛୁ ଶ୍ରଦ୍ଧା ଅର୍ପଣ ।



Rate this content
Log in