Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shankar biswal

Others

3  

Shankar biswal

Others

ମାଁ ସମଲେଶ୍ବରୀ

ମାଁ ସମଲେଶ୍ବରୀ

1 min
144


ସମ୍ବଲପୁରରେ ବାସକଲୁ

        ତୁହିଁ ବୁଢି ଠାକୁରାଣୀ ,

        ସମଲେଇ ନାମେ ତତେ

        ସଭିଁଏ ଲୋ ଜାଣି।


        ଲଙ୍କାଗଢୁ ଅପମାନ ସହି

        ଆସିଲୁ ତୁ ମାଁ ସମଲେଇ ,

        ଓଡିଶା ରାଜ୍ୟେ ଅବସ୍ଥାନ କଲୁ

        ରଖିଲୁ ଶ୍ରଦ୍ଧା ଘଣ୍ଟ ଘୋଡୋଈ।


        ଦୀପାବଳୀ , ଦଶହରା

        ଅନ୍ୟ ପାର୍ବଣ ଯେ ତୋର ,

        ଆରାଧନା ଭୋଗ ଦେଇ ମାଗୋ

        ଆଶିଶ ପାଆନ୍ତି ତୋର।


        ସମ୍ବଲପୁରର ଅଧିଷ୍ଟାତା ଦେବୀ

        ସମଲପୁରରେ ରହିଲୁ ,

        ସମ୍ବଲପୁରରେ କୋଶଳି ମାନଙ୍କୁ

        ଶ୍ରଦ୍ଧା , ଆର୍ଶିବାଦ ଯେ ଦେଲୁ।


        ତୋ କରୁଣା ପାଈଲେ ମାଗୋ

        ଏ ହୃଦୟ ମୋ ଶାନ୍ତି ,

        ତୋପରି ସମଲେଇ ମାଗେ

        ଦୁନିଆରେ କେହି ନାହାନ୍ତି।


Rate this content
Log in