Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shankar biswal

Romance

3  

Shankar biswal

Romance

ସ୍ମୃତି

ସ୍ମୃତି

1 min
196


କେବେ ଅତୀତର ନିଆ 

କେବେ ବର୍ତ୍ତମାନର ଖରା  

ପୁଣି କେବେ ନୈପୁଣ୍ୟତାର ରଶ୍ମି  

ତ କେବେ ହଜିଥିବା ଲୁହ ଝରା । 


ଛନ୍ଦୁ କେତେ ଅତୀତକୁ 

ପୁଣି ଛନ୍ଦୁ କେତେ ବର୍ତ୍ତମାନ 

ସାକ୍ଷୀ ତୋର ଇତିହାସ  

ସାକ୍ଷୀ ତୋର ପିଲାଦିନ ।


ଋତୁର ଆଗମନ ଆଊ 

ଅତୀତର ପ୍ରତ୍ୟାଗମନ ରେ 

ଅତୀତକୁ ଛାଏ କେତେଯେ 

ଅଙ୍ଗଭାଷା ନଈ । 


ମୁଁ କେବଳ ମୁଁ ନୁହେଁ ଏହା  

ମୋ ଭିତରର ବିରହତାର ଛାଇ ।

କେବେ ଅତୀତର ନିଆ 

କେବେ ବର୍ତ୍ତମାନର ଖରା  

ପୁଣି କେବେ ନୈପୁଣ୍ୟତାର ରଶ୍ମି ।


ମନେ ପଡୁ ତୁ କେତେ ଅତୀତକୁ 

କେତେ ଇତିହାସକୁ  

ସତେ ମୋ ଜନ୍ମଜନ୍ମାନ୍ତରକୁ  

ଖୋଜେ ମୋ ଅନ୍ତରର ମନ ।


କେବେ ବିରହତାର ବୈତରଣୀ 

କେବେ ଶୀତଳ ବୁକୁର ଛାୟା  

ହୃଦଥାନ୍ତି ମୋର କରେ ବିରହତା 

ତୋ ସମୟର ଜାଳ ମାୟା ।        



Rate this content
Log in

Similar oriya poem from Romance