Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ଆସିଛି ଆଲୋକ ପର୍ବ

ଆସିଛି ଆଲୋକ ପର୍ବ

1 min
162


ଆସିଛି ଆଲୋକ ପର୍ବ ର ପାଳନ

ନିମନ୍ତେ ଦେଶବ୍ୟାପୀ ସାଧାରଣ ।


ଜନତା ସକଳ ଖୁସି ଉତଫୁଲ୍ଲ ମନ 

ଘରେ ଘରେ ପୁରେ ପୁରେ ଦିବ୍ୟ ଦ୍ଵୀପ ମାନ ।


ଜଳାଇ ଘରର ଶୋଭା ବିଭା ବର୍ଦ୍ଧନ

ପାଇଁ ସର୍ବେ ଅନୁରାଗେ ନାନା ଆୟୋଜନ ।


କରି, ସଜାଇ ଅଛନ୍ତି ନାନା ରଙ୍ଗେ ଆହା

ପ୍ରତି ଗ୍ରାମ ପୁର ବେଶ ଅଭିନବ ଶୋଭା ।


ନାନା ବର୍ଣ୍ଣ ଆଲୋକ ରେ ସର୍ଜିଟ ତୋରଣ

ମଣ୍ଡପ ରାଜି ରାଜିତ ଅତି ମନୋରମ ।


କାଳୀ ମାତା ପୂଜା ପାଇଁ ମେଢ଼ ମୂର୍ତ୍ତି କେତେ

କମ କୌଶଳ ରେ ଦେଖ ଶୋଭିତ ଏ ସତେ ।


ନାନା ବର୍ଣ୍ଣ ଆଲୋକ ର ରୋଷଣୀ ପ୍ଲାବନେ

ଆସିଛି ଆଲୋକ ପର୍ବ ଆଜି ଶୁଭ ଦିନେ ।


ଆସିଛି ଆଲୋକ ପର୍ବ ଆଲୋକର ଦୋଳି

ଝଲସାଇ ଦିଏ ଆଖି , ଦେଖି ଭଳି ଭଳି ।



Rate this content
Log in

Similar oriya poem from Abstract