STORYMIRROR

Satyanarayan Sahoo ( Neetu )

Romance

4  

Satyanarayan Sahoo ( Neetu )

Romance

ଫେରାର ଫଗୁଣ

ଫେରାର ଫଗୁଣ

1 min
256

ସ୍ମୃତି ଅକାଶରେ - 

ଜହ୍ନ ତ ଜଳୁଛି 

ଭାଙ୍ଗୁଛି ପ୍ରେମର ବନ୍ଧ... 

ସିନ୍ଥି ତଳେ ତୁମ - 

ନିଖୋଜ ନାୟକ ମୁଁ 

ପୋଡ଼ା ଫଗୁଣର ଗନ୍ଧ... Il 


ଫେରାର୍ ଫଗୁଣ 

ଲୁଟି ତ ନେଇଛି - 

ମହର୍ଘ-ପ୍ରୀତି-ସନନ୍ଦ, 

ତଥାପି କାହିଁକି......?!! 

ତୁମ ହାତ ଦିଆ 

ମଲା ଗୋଲାପରେ - 

ଚହଟି ଯାଉଛି 

ଛାତି ତଳ ମୋର 

ମୃଦୁମନ୍ଦ ମୃଦୁମନ୍ଦ... Il 


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Satyanarayan Sahoo ( Neetu )

ତୁମେ-୩୫

ତୁମେ-୩୫

1 min വായിക്കുക

ତୁମେ-୨୩

ତୁମେ-୨୩

1 min വായിക്കുക

ତୁମେ - ୧

ତୁମେ - ୧

1 min വായിക്കുക

ତୁମେ - ୩୪

ତୁମେ - ୩୪

1 min വായിക്കുക

ତୁମେ-୩୩

ତୁମେ-୩୩

1 min വായിക്കുക

ତୁମେ-୩୨

ତୁମେ-୩୨

1 min വായിക്കുക

ତୁମେ-୨୫

ତୁମେ-୨୫

1 min വായിക്കുക

ତୁମେ _୬୧

ତୁମେ _୬୧

1 min വായിക്കുക

ଅସମାହିତ

ଅସମାହିତ

1 min വായിക്കുക

Similar oriya poem from Romance