Satyanarayan Sahoo ( Neetu )
Romance
ତୁମେ ଚନ୍ଦ୍ରାଲୋକେ ତୃପ୍ତ ତଲ୍ଲୀନ
ଜ୍ୟୋତ୍ସ୍ନା - ବିଧୌତ - ରତି
ସଲ୍ଲଜ - ଶୃଙ୍ଗାରେ ମହକାଇ ଦିଅ
ମତୁଆଲା ମଧୁ ରାତି ll
ମୁହିଁ ଚନ୍ଦ୍ରାହତ ତୀବ୍ର- ତମସାର
ଅଭିଶପ୍ତ ପ୍ରେମ - ଗାଥା
ଗୁପ୍ତ - ପ୍ରଣୟର ତପ୍ତ - ବେପଥୁ ମୁଁ
ଅଧା ରମଣର ବ୍ୟଥା... Il
ତୁମେ-୩୫
ତୁମେ-୨୩
ତୁମେ - ୧
ତୁମେ - ୩୪
ତୁମେ-୩୩
ତୁମେ-୩୨
ତୁମେ-୨୫
ଫେରାର ଫଗୁଣ
ତୁମେ _୬୧
ଅସମାହିତ
ନିଃସଙ୍ଗ ପ୍ରେମିକ ନିଃସଙ୍ଗ ପ୍ରେମିକ
ତୁ ଖାଲି ତୁ ତୁ ଖାଲି ତୁ
ତୁମେ ନାହଁ ବୋଲି ତୁମେ ନାହଁ ବୋଲି
ଅନୁଭୂତି ଅନୁଭୂତି
ଶେଷ ଶୃଙ୍ଗାର ଶେଷ ଶୃଙ୍ଗାର
ପ୍ରେମ ବୀଥିକା ପ୍ରେମ ବୀଥିକା
ମନେ ପଡେ ମୋର ମନେ ପଡେ ମୋର
ସତରେ ତୁମେ ବହୁତ ଭଲ ସତରେ ତୁମେ ବହୁତ ଭଲ
ପ୍ରେମ ପ୍ରେମ
ମନେ ପଡେ ଫୁଲ ଫଗୁଣର ଛୁଆଁ ମନେ ପଡେ ଫୁଲ ଫଗୁଣର ଛୁଆଁ
ମନେ ପଡେ ସପନ ହଜାରେ ରଙ୍ଗର ମନେ ପଡେ ସପନ ହଜାରେ ରଙ୍ଗର
କାକରା ପିଠାରେ ପ୍ରୀତି ଲାଳସା କାକରା ପିଠାରେ ପ୍ରୀତି ଲାଳସା
ତୁମେ ଚାଲି ଆସ ତୁମେ ଚାଲି ଆସ
ମନେପଡେସାଥିଟିଏ ତମ ପରି ମନେପଡେସାଥିଟିଏ ତମ ପରି
ରହିଗଲ ଦୂରେ ନେତ୍ର ପଥୁ ମୋର ଦେଲ ନାହିଁ ଟିକେ ଲୟ କେମିତି କହ ମୁଁ ପ୍ରୀତି ପରଷିବି ଦେବ କିବା ବରାଭୟ ରହିଗଲ ଦୂରେ ନେତ୍ର ପଥୁ ମୋର ଦେଲ ନାହିଁ ଟିକେ ଲୟ କେମିତି କହ ମୁଁ ପ୍ରୀତି ପରଷିବି ...
ଭୋଦୁଅ ନିର୍ଦ୍ଦୟ ବୁଝେନି ହୃଦୟ କଅଁଳ କୁଆଁରୀ ମନ ଅଶିଣ ସିଆଣୀ ଆଣି ଦେଲା ଜାଣି କୁଆଁର ପୁନେଁଇ ଜହ୍... ଭୋଦୁଅ ନିର୍ଦ୍ଦୟ ବୁଝେନି ହୃଦୟ କଅଁଳ କୁଆଁରୀ ମନ ଅଶିଣ ସିଆଣୀ ଆଣି ଦେଲା ଜାଣି...
ଦଧିଚି ଭଳି ଦେହ ନୁହେଁ ଯଯାତି ଭଳି ଯୌବନ ଦାନ କରି ଆଜି ପ୍ରତିକ୍ଷଣେ ଛଟପଟ ମୁଁ । ଦଧିଚି ଭଳି ଦେହ ନୁହେଁ ଯଯାତି ଭଳି ଯୌବନ ଦାନ କରି ଆଜି ପ୍ରତିକ୍ଷଣେ ଛଟପଟ ମୁଁ...
ସାରା ଜୀବନର ଶାନ୍ତି ବହିଯାଏ ସତେ ତୋ ଉଷ୍ମ ନିଶ୍ବାସର ବିଶ୍ବାସ ସାଥିରେ ସାରା ଜୀବନର ଶାନ୍ତି ବହିଯାଏ ସତେ ତୋ ଉଷ୍ମ ନିଶ୍ବାସର ବିଶ୍ବାସ ସାଥିରେ
ହୃଦୟ ହିନା ତୁ ହେବୁ ବୋଲି ସାଥି ଜାଣି ମୁଁ ନଥିଲି ଜମା ହୃଦୟ ହିନା ତୁ ହେବୁ ବୋଲି ସାଥି ଜାଣି ମୁଁ ନଥିଲି ଜମା
ତୁମେ ଅସୀମିତ ନୀଳ ଗଗନ ହୋଇରୁହ ତୁମେ ଅଜସ୍ର ମୋହରେ ମୋହିତ କରୁଥାଅ ସାଜୁଥାଅ ମୁହୁର୍ତ୍ତମୁହୁର୍ତ୍ତ ତୁମେ ମାୟାର... ତୁମେ ଅସୀମିତ ନୀଳ ଗଗନ ହୋଇରୁହ ତୁମେ ଅଜସ୍ର ମୋହରେ ମୋହିତ କରୁଥାଅ ସାଜୁଥାଅ ମୁହୁର୍ତ୍ତ...