STORYMIRROR

Satyanarayan Sahoo ( Neetu )

Romance

3  

Satyanarayan Sahoo ( Neetu )

Romance

ତୁମେ-୨୫

ତୁମେ-୨୫

1 min
185

ତୁମେ ନୀଳରାତି ନୀଳଜହ୍ନ- ପ୍ରୀତି 

ନୀଳାଭ- ସ୍ଵପ୍ନର ମୋହ 

ମଧୁର ନୀଡରେ ଅଧୀର ଚଞ୍ଚୁରେ 

ଫଗୁଣର ଗୀତ ଗାଅ.... Il 


ମୁଁ ନଷ୍ଟ, ନିରବ, ନିଃଷ୍ପ୍ରଭ - ପ୍ରବାହ 

ନିଷିଦ୍ଧ ନଈର ସୁଅ 

ସେ ନଈ କୂଳରେ ନିଶୀଥ ପ୍ରହରେ 

ମୁଁ ଏକ ବିଦଗ୍ଧ କୋହ... Il 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance