STORYMIRROR

Satyanarayan Sahoo ( Neetu )

Romance

3  

Satyanarayan Sahoo ( Neetu )

Romance

ତୁମେ - ୧

ତୁମେ - ୧

1 min
188

ଲକ୍ଷେ ଆବେଗର ଜହ୍ନ ରାତି ତୁମେ 

ମୁଁ ଯେ ଅୟୁତ ଅମାର ଢେଉ 

କୋଟି ଫଗୁଣର ସମ୍ଭୋଗ ତୁମେ 

ମୁଁ ଯେ ଅଜସ୍ର ବିଷାଦ କୁହୁ... Il 


ବାସର ରାତିର ଫୁଲ ଶେଯ ତୁମେ 

କୋଟି ବେପଥୁର ତନ୍ଦ୍ରା 

ବିକ୍ଷୁବ୍ଧ ରଜନୀ - ହା ହା କାର ମୁହିଁ 

ମଉଳା ରଜନୀଗନ୍ଧା... Il 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance