STORYMIRROR

JAGYASINI PARIDA

Romance

3  

JAGYASINI PARIDA

Romance

ଏମିତି ବି ହୁଏ ବେଳେବେଳେ

ଏମିତି ବି ହୁଏ ବେଳେବେଳେ

1 min
225

ଏମିତି ବି ହୁଏ ବେଳେ ବେଳେ

ଭାବନାଗୁଡିକ ଅସ୍ତବ୍ୟସ୍ତ କରେ ମନକୁ, କିନ୍ତୁ

ଶବ୍ଦ ଗୁଡିକ ଦୂରେଇ ଯାଆନ୍ତି ଭାବନା ସହରରୁ

କେଉଁ ଏକ ବହଳ ଅନ୍ଧକାରକୁ। 


କେତେ ଖୋସାମତ କରିବାକୁ ପଡ଼େ ଶବ୍ଦକୁ

ଆସିବାକୁ ଭାବନା ସହରେ

ଜୀବନର ଅକୁହା କଥାକୁ ଲେଖିଦେଇ

କଲମ ମୁନରେ...... 

ଶୋଇଯାଆନ୍ତି ଶାନ୍ତିର ଚିରନିଦ୍ରାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance