STORYMIRROR

JAGYASINI PARIDA

Romance

3  

JAGYASINI PARIDA

Romance

ନିରୀହ ସ୍ଵପ୍ନ

ନିରୀହ ସ୍ଵପ୍ନ

1 min
177

ନିରୀହ ସ୍ଵପ୍ନ ଗୁଡିକ ମରିଯାଆନ୍ତି

କେବେ ତୁମ କଟୁ ବକ୍ତବ୍ୟରେ ପୁଣି

ତୁମେ ଦେଇଥିବା ଯନ୍ତ୍ରଣାର ଜ୍ୱାଳାରେ

ହରାଇବସନ୍ତି ପୁଣି ନିଜର 

ଅସ୍ତିତ୍ଵ ଓ ବିଶ୍ୱାସକୁ ସେ ସମୟରେ।


ସେଇ ନିରୀହ ସ୍ଵପ୍ନ ସବୁ ଚେଇଁଉଠନ୍ତି

ପୁଣି ପକ୍କା ସମାଧି ଭିତରୁ.......

ତୁମ ଭଲପାଇବାର ଶୀତଳ ସ୍ପର୍ଶରେ 

ଅନୁଭବ କରନ୍ତି ବାସ୍ତବତାର ସତ୍ତାକୁ

ଭିଜିଯାଇ ତୁମ ପ୍ରେମର ବର୍ଷାରେ ।



Rate this content
Log in

Similar oriya poem from Romance