STORYMIRROR

Titu Sahu

Romance

3  

Titu Sahu

Romance

ଅଶାନ୍ତ ସାଗର

ଅଶାନ୍ତ ସାଗର

1 min
255


  ମନର ଏହି ଅଶାନ୍ତ ସାଗରରେ

  ଚାଲି ଯାଇଛ ପ୍ରିୟା କେତେ ଦୂରେ

  ଆଜି ପାଖରେ ଆଉ ସମୟ ନହିଁ

  ଦେଖି ଯିବା ପାଇଁ ଜୀବନ ନୌକା ବାହି

  ସମୟର କରାଳ ଢେଉରେ

  ଆଜି ପ୍ରିୟା ତୁମେ ଚାଲି ଗଲ କେତେ ଦୂରେ

  ଏ ନୀଳ ଆକାଶକୁ ମୁଁ ପଚାରେ

  ପଚାରେ ତୁମର ଠିକଣା

  ତାକୁ ବି ନଥିଲା ଜଣା

  ଲାଗି ଯାଇ ଥିବ ସଂସାରର କୂଳେ

  ନକରି ଅପେକ୍ଷା କାଳେ

  ଆସି ଯାଇଥିବ ବୟସର ଅପରାହ୍ନ

  କିଛି ସମୟ ପରେ ଚାଲି ଯିବ ଦିନ

  କାହାଣୀରେ ପଡି ଗଲା ପୂର୍ଣ୍ଣଛେଦ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance