STORYMIRROR

Titu Sahu

Classics

3  

Titu Sahu

Classics

ବନ୍ଧୁ

ବନ୍ଧୁ

1 min
153

ବିଷଦେ ଅବସାଦେ ଦୁଃଖଦେ ଧରି ଥାଏ ହାତ

ଜାନି ଯାତ୍ରା ଯହିଁଥିରେ ହୋଇ ଥାଏ ସଙ୍ଗାତ


ଦିବସେ ଅବଶେଷେ ସେ ଦେଖିଲେ ହସେ

ଯନ୍ତ୍ରଣା ଯାତନା ଯହିଁ କ୍ଷଣ କେ କେଉଁଠି ମିଶେ


ତୃଷ୍ଣା ବଦନେ ଅର୍ପଣେ ସେ ନର ନୀର

କ୍ଷ୍ୟୁଧାତୁର ସମୟରେ ଦିଏ ସେ ଆହାର


ଶ୍ମଶାନ ପଥେ ଥାଏ ସାଥେ ଅତି ବିଷାଦିତେ

ରଣ କ୍ଷେତ୍ରେ ଦେଇ ଅସ୍ତ୍ର ରଖେ ସେ ଜୀବିତ

ବନ୍ଧୁ ହୀନ ଜୀବନ ଅଟେ ଯେ ଦାରୁଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics