STORYMIRROR

Titu Sahu

Classics

3  

Titu Sahu

Classics

ପ୍ରେମ ବିବାହ

ପ୍ରେମ ବିବାହ

1 min
403

   ଦୁଇଟି ମନ ର ମିଳନ

   ଦୁଇଟି ହୃଦୟ ର ବନ୍ଧନ

   ହୁଏ ଯେବେ ଯଉଁ ଦିନ

   ତାକୁ କୁହ

                 ଏତ ପ୍ରେମ ବିବାହ ।

  

    ଜାତି ହଉ କି ଅଜାତି

    ଭିକାରି କି ଲକ୍ଷ ପତି

    ଆଖି ମୁଜି ହୁଅନ୍ତି ସାଥି

    ଏମିତି ବିବାହ ନଥାଏ ସହସହ

                  ଏତ ପ୍ରେମ ବିବାହ ।


    କେତେ କାଦୁଅ ପ୍ରେମ ର ବାଟ

    କେତେ ଥର ପଡ କେତେ ଥର ଉଠ

    ଚାଲ ପଥ କେତେ କଷ୍ଟ

     ପାରି ହେଲେ ଆସେ ହସ ର ସୁଅ

                 ଏତ ପ୍ରେମ ବିବାହ ।


     ଜାନି କି ଯୌତୁକ ନଥାଏ ଏଠି

    ବନ୍ଧୁ ବାନ୍ଧବ ହୁଅନ୍ତି ନି ଏକାଠି

    ପ୍ରେମିକା କୁ ପ୍ରେମିକ ଭେଟି

    ସିନ୍ଦୁର ଦିଏ ହୋଇ ହସ ହସ ମୁହଁ

                  ଏତ ପ୍ରେମ ବିବାହ ।


Rate this content
Log in

Similar oriya poem from Classics