STORYMIRROR

Titu Sahu

Others

3  

Titu Sahu

Others

ବିବାହ

ବିବାହ

1 min
207

 ମନ ଜୀବନର ହୃଦୟର ପବିତ୍ର ମିଳନ

 ଯୌବନ ଜନେ ଯେଣେ ଦେଖନ୍ତି ସପନ


 ପୁଷ୍ପିତ ଆଲୋକିତ ହୁଏ ଜୀବନ ପଥ

 ବ୍ୟଥିତ ଜର୍ଜରିତ ନିଆଁ ହୁଏ ନିର୍ବାପିତ


 ମନ ଆକାଶେ ହସେ ରୂପେଲି ଜହ୍ନ

 ରୂପବତୀ ରୂପ ହୁଏ ରୌପ୍ୟ ପାଇ କିରଣ


 ଜାତି ଅଜାତି ସମ୍ପତ୍ତି ନଥାଏ ଚିହ୍ନ

 ଏକ ସୁନ୍ଦର ମନ ପ୍ରାଣର ଉଦାହରଣ


 ଜୀବନେ ନୂତନ ପରିବର୍ତ୍ତନର ଆଗମନ

 ଜଞ୍ଜାଳ ଜାଳେ ଯେମନ୍ତେ ପଡେ ମୀନ


 ବନ୍ଧୁ ବାନ୍ଧବ ସ୍ୱଜନ ପରିଜନ ହୁଅନ୍ତିନି ଏକାଠି

 ପରିଣୟ ସମୟ ଆରମ୍ଭ ହୁଏ ଯେଉଁଠି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍