STORYMIRROR

Titu Sahu

Classics

3  

Titu Sahu

Classics

ପ୍ରେମ

ପ୍ରେମ

1 min
199

ଆଦାନ ପ୍ରଦାନ ଯେହ୍ନେ ହୁଏ ମନ

ଜାତି ଅଜାତି ସମ୍ପତି ନଥାଏ ଚିହ୍ନ

ସୁନ୍ଦର ମଧୁର ଅନ୍ତର ହୃଦୟ ମିଳନ

ଶାଶ୍ୱତ ଚିରନ୍ତ ଜୀବିତ ଏ ପ୍ରେମ

ଭଗବାନ ଅବଦାନ ର ଏ ଉଦାହରଣ

କେତେକ ଙ୍କ କପାଳେ ଥାଏ ଲିଖନ

ଅର୍ଥ ଦେଇ ଏହି ସ୍ୱାର୍ଥ ହୁଏନି ଆୟତ୍ତ

ଧନ ଜନ ସ୍ଵର୍ଣ୍ଣ ଲାଗେ ପିତ୍ତ ହେଲେ ଭ୍ରମିତ

ଗୀତ ସାହିତ୍ୟ ରେ ଏହା ଚରିତ୍ର ଚିତ୍ରିତ

ଅତୀତ ବର୍ତମାନ ଭବିଷ୍ୟତ ରେ ଉପସ୍ଥିତ

ଭାଗ୍ୟବାନ ଜନ ଆନନ୍ଦେ କାଟେ ଦିନ

ଭାଗ୍ୟହୀନ ଜନ ଏଠି ବିଷର୍ଣ୍ଣ ବଦନ

ପୁଷ୍ପିତ ଉଲ୍ଲସିତ ପୁଲକିତ ହୁଏ ଜୀବନ ପଥ

ପ୍ରେମିକ ପ୍ରେମିକା ଥିଲେ ପ୍ରେମ ସହିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics