STORYMIRROR

Subhashree Behera

Romance

3  

Subhashree Behera

Romance

ଅଫେରା ଫଗୁଣ

ଅଫେରା ଫଗୁଣ

1 min
154

ଫଗୁଣ ଫେରିଲା ପରେ

ଆତ୍ମୀୟତା ସଂସ୍ପର୍ଶ ରେ

ଏବେ ବି ସତେଜ ଦିଶେ

ପ୍ରେମ ର ସପ୍ତମ ରଙ୍ଗ

ମିଠା ମିଠା ବତୁରା ଶିହରଣ

ଅଦିନେ ବି ଫୁଟୁଥାଏ କଦମ୍ବ

ଆପଶୋରା ସ୍ମୃତି ର ନିଆଁ ରେ

ଆଜି ବି ଜଳୁଥାଏ ବିବଶ ପତଙ୍ଗ

ସେଇ ଅଫେରା ଫଗୁଣ କିଛି ସ୍ମୃତି ର କିରଣ

ଆଣିଥାଏ ମନ ରେ ଉମଙ୍ଗ ।।


Rate this content
Log in

Similar oriya poem from Romance