Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Romance Inspirational

3  

Subhashree Behera

Romance Inspirational

ଅମଳିନ ସ୍ମୃତି

ଅମଳିନ ସ୍ମୃତି

1 min
135


ମୁଁ କଣ୍ଟାରେ ଚାଲେ କି, 

ଅଙ୍ଗାରେ ସୁଏ

ଅଗ୍ନି ରେ ଜଳେ କି , 

ବିଷ କୁ ପିଏ

ତୁମେ ହୁଅ ଅଜୟ ଅଦ୍ୱିତୀୟ 

ସଦା ମାେ ହୃଦୟେ!


ମୁଁ ହୁଏ ପଛେ ତୁମ ପାଇଁ 

ନଷ୍ଟ ନକ୍ଷତ୍ର ବା, ଅବେଳ ମୌସୁମୀ

କାଢି ଦିଅ ଯେତେ ସବୁ 

କ୍ରୋଧ , ଅଭିମାନ ମାେ ସାମ୍ନା ରେ


ତଥାପି ୟେ ଆକାଶ ଆଉ ମୁଁ 

ଦୁହେଁ ଥିବୁ ସମାନ 

ତୁମ ଭଲ ପାଇବା ଆଗରେ ।।


ତୁମକୁ ଖୋଜେ ମାେର , ପ୍ରତ୍ୟେକ ରକ୍ତ କଣିକାରେ

ଗରଳ କୁ ପିଇ ଭାବେ , 

ତୁମ ଓଠରେ ଅମୃତ

ଯାହା କଦାପି ମିଳିବ ନାହିଁ , 

ଯଦିଓ

ମୋତେ ଏଇ ଜନ୍ମରେ , 

ବାସ୍ ଖାଲି ରହିବ ମାେ ଅମଳିନ ସ୍ମୃତି ଉହାଡ଼ ରେ !!



Rate this content
Log in

Similar oriya poem from Romance