Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Romance Action

4  

Subhashree Behera

Romance Action

ପହିଲି ବର୍ଷା

ପହିଲି ବର୍ଷା

1 min
305


ବର୍ଷା; ଏକ ପ୍ରେମ ର ମୁହୂର୍ତ୍ତ,

ପ୍ରତି ଟି ଆବେଗ ର ସଂକେତ,

ଏକ ବେଦନାଶକ୍ତ ଶରୀରର ତୃଷାର୍ତ୍ତ। 


ବର୍ଷା ର ସଂଜ୍ଞା ହୁଏତ ମାେ ପାଇଁ ଖୋଜିବା ଅକାରଣ,

କିନ୍ତୁ ବର୍ଷା ଏକ ମାେ ସ୍ମୃତି ଆଇନା ର,

ମଣିଷ ଖୋଜିବା ର ଦେଇଥାଏ ମହତ୍ତ୍ଵ ।


ଏଇ ଝିପ୍ ଝିପ୍ ବର୍ଷା ର ପ୍ରତି ଟି ସ୍ପର୍ଶ କୁ ପାଇ 

ପ୍ରତ୍ୟେକ ଜୀବ ର ଆତ୍ମା ହୁଏ କୃତାର୍ଥ ।


Rate this content
Log in

Similar oriya poem from Romance