Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Abstract Drama

3  

Subhashree Behera

Abstract Drama

ସମ୍ପର୍କର ଶେଷ ପ୍ରଶ୍ନ

ସମ୍ପର୍କର ଶେଷ ପ୍ରଶ୍ନ

1 min
190


କଣ ପାଇଁ ଦେଖା ହେଲା ତୁମ ସହ

କଣ ପାଇଁ ତୁମେ ଚାହିଁଲ ସେ ,

ପ୍ରେମତୁରା ଆଖି ଉଠେଇ

କଣ ପାଇଁ ତୁମେ ହସିଲ ,

ଏକ ଅନ୍ତରଙ୍ଗ ବନ୍ଧୁ ପରି

କଣ ଭୁଲ୍ ଥିଲା ଯେ ମୋର ,

ମୋତେ ଏତେ ବଡ଼ ଦଣ୍ଡ ଟେ ଦେଲ

କାହିଁକି ବି ମାେ ଆଖି ,

ବାରମ୍ବାର ଅଳି କରେ ଦେଖିବାକୁ ତମକୁ

କାହିଁକି ଏ କଲମ ବାରମ୍ବାର ବାଧ୍ୟ କରେ, 

ତୁମ ପାଇଁ କିଛି ଲେଖିବାକୁ

ଏଥର କୁହ

କାହିଁକି ଏପରି କର

କଣ ମୋତେ ପୁଣି ଫେରେଇ ଦେଇ ପାରିବ

ମୋ ପୂର୍ବ ଅବସ୍ଥାକୁ ।


Rate this content
Log in

Similar oriya poem from Abstract